ନବ ଦାସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚର ରିଭିଜନ ପିଟିସନ ଖାରଜ

ନବ ଦାସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚର ରିଭିଜନ ପିଟିସନ ଖାରଜ

କନକ ବ୍ୟୁରୋ: ନବ ଦାସ ହତ୍ୟା ମାମଲାରେ ରିଭିଜନ ପିଟିସନ ଖାରଜ ହୋଇଛି । କ୍ରାଇମବ୍ରାଞ୍ଚ ଦ୍ୱାରା ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଗୋପାଳର ମେଡିକାଲ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ଏହି ରିଭିଜନ ପିଟିସନ ଖାରଜ କରିଥିଲା । ବେଙ୍ଗାଲୁରୁର ନିମହାନ୍ସକୁ ନେବାକୁ କ୍ରାଇମବ୍ରାଞ୍ଚର ଟିମ୍ ଆବେଦନ କରିଥିଲା । ତେବେ ଏହା ଖାରଜ ହେବା ପରେ ଉପର ଅଦାଲତରେ କ୍ରାଇମବ୍ରାଞ୍ଚ ଆବେଦନ କରିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe