କନକ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ । ଏଫବିଆଇର ସହାୟତା ପାଇଁ ଅନୁମତି ଲୋଡାଯାଇଥିଲା । ସିଧାସଳଖ ଭାବେ ଏଫବିଆଇ ସହ ଯୋଗାଯୋଗ ସମ୍ଭବ ନୁହେଁ । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ଲୋଡାଯାଇଛି ।
ସେହିଭଳି ଗୋପାଳର ମାନସିକ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ବାହାରକୁ ଯାଇଥିଲା ଅନୁଧ୍ୟାନକାରୀ ଟିମ୍ । ଏଫବିଆଇ ସହାୟତା ଲୋଡିବା ପାଇଁ ସେତେବେଳେ ନିଷ୍ପତ୍ତି ହୋଇଥିଲା । ତଦନ୍ତକୁ ଗୁରୁତ୍ୱର ସହ ନେଇଥିଲା କ୍ରାଇମବ୍ରାଞ୍ଚ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/Naba-Das-murder-case.jpeg)