ମିଆଁମାରର ଅବସ୍ଥା ଦିନକୁଦିନ ବିଗିଡିବାରେ ଲାଗିଛି । ବିଦ୍ରୋହୀ ଗୋଷ୍ଠୀମାନେ ସେଠାରେ ଥିବା ସେନାକୁ କ୍ରମାଗତ ଭାବରେ ଚ୍ୟାଲେଞ୍ଜ କରି ଚାଲିଛନ୍ତି । ମିଆଁମାରରେ ସାମରିକ ଶାସନ ଚାଲିଛି । ସେଠାରେ ଥିବା ସେନାକୁ ଜୁଣ୍ଟା କୁହାଯାଏ । ବିଦ୍ରୋହୀମାନେ କ୍ରମାଗତ ଭାବରେ ସାମରିକ ଶାସନକୁ ଚ୍ୟାଲେଞ୍ଜ କରୁଛନ୍ତି ।ଲାଗୁଛି ଯେମିତି ବିଦ୍ରୋହୀ ମାନଙ୍କୁ ଟିକେ ବି ଡ଼ରଭୟ ନାହିଁ । ଭାରତ ସୀମାରେ ଥିବା ବିଦ୍ରୋହୀଙ୍କ ଆଡ୍ଡା ଉପରେ ମିଆଁମାର ଏୟାର ଷ୍ଟ୍ରାଇକ୍ କରିଛି । ଏହା ପରେ ମିଜୋରାମରେ ହାଇ ଆଲର୍ଟ ଜାରି କରାଯାଇଚି । ଏହି ଏୟାର ଷ୍ଟ୍ରାଇକରେ କେତେ ବିଦ୍ରୋହୀଙ୍କ ମୃତ୍ୟୁ ହୋଇଛି ତାର ସୂଚନା ଉପଲବ୍ଧ ନାହିଁ ।
ଏହି ବିଦ୍ରୋହୀମାନେ ଭାରତ-ମିଆଁମାର ସୀମାରେ ନିଜର ଶିବିର ସ୍ଥାପନ କରିଛନ୍ତି । ଯାହାକୁ ମିଆଁମାର ବାୟୁସେନା ଦ୍ୱାରା ଆକ୍ରମଣ କରାଯାଇଥିଲା । ବାସ୍ତବରେ ମିଆଁମାରର ଅବସ୍ଥା ଦିନକୁଦିନ ବିଗିଡିବାରେ ଲାଗିଛି । ବିଦ୍ରୋହୀ ଗୋଷ୍ଠୀମାନେ ସେଠାରେ ଥିବା ସେନାକୁ କ୍ରମାଗତ ଭାବରେ ଚ୍ୟାଲେଞ୍ଜ କରୁଛନ୍ତି । ମିଆଁମାରରେ ସାମରିକଶାସନ ଚାଲିଛି । ସେଠାରେ ଥିବା ସେନାକୁ ଜୁଣ୍ଟା କୁହାଯାଏ । ଏହି ବିଦ୍ରୋହୀମାନେ କ୍ରମାଗତ ଭାବରେ ସାମରିକ ଶାସନକୁ ଚ୍ୟାଲେଞ୍ଜ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/mynmar.jpg)