ସାରା ଦେଶକୁ ବାର୍ତା ଦେଉଛନ୍ତି ବଲାଙ୍ଗୀରର ଜଣେ ମୁସଲମାନ୍ ଝିଅ । ଚାରିଆଡେ ଅସହିଷ୍ଣୁତା ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଅନ୍ୟ ଧର୍ମକୁ କେମିତି ସମ୍ମାନ ଦିଆଯାଏ ତାର ଉଦାହରଣ ପାଲଟିଛନ୍ତି ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଫିର୍ଦୋଶ ବାନୋ । ଫିର୍ଦୋଶ ଖୁବ୍ ସୁନ୍ଦର ଭାବରେ ଆବୃତି କରୁଛନ୍ତି ଭଗବତ୍ ଗୀତାର ଶ୍ଲୋକ । କନକ ନ୍ୟଜରେ ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ ।
ଦେଶକୁ ବଲାଙ୍ଗୀରରୁ ବାର୍ତା
/kanak/media/post_attachments/wp-content/uploads/2016/04/gk-af-w-ee-a-z.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)