ପାରିବାରିକ କଳହ ନେଲା ଜୀବନ । ପଥରରେ ଛେଚି ଯୁବକଙ୍କୁ ହତ୍ୟା ।

Advertisment
ପାରିବାରିକ କଳହ ନେଲା ଜୀବନ । ପଥରରେ ଛେଚି ଯୁବକଙ୍କୁ ହତ୍ୟା ।

କନକ ବ୍ୟୁରୋ: କଣ୍ଟାବାଞ୍ଜିରେ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଛି । ସିନେ୍ଧକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଉଛନ୍ତି ସ୍ୱାଦ ରଣା । ପଥରରେ ଚେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସିନ୍ଦେକେଲା ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe