ସୁନ୍ଦରଗଡ ଦର୍ଲିପାଲିରେ ପାରିବାରିକ କଳହକୁ ନେଇ ନୃଶଂସ କାଣ୍ଡ :୨ ଝିଅ ଓ ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ

ସୁନ୍ଦରଗଡ ଦର୍ଲିପାଲିରେ ପାରିବାରିକ କଳହକୁ ନେଇ ନୃଶଂସ କାଣ୍ଡ :୨ ଝିଅ ଓ ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ

ସୁନ୍ଦରଗଡ : ସ୍ୱାମୀ ବନିଲା ସଇତାନ । ସୁନ୍ଦରଗଡ ଭସ୍ମା ଥାନା ଦର୍ଲିପାଲିରେ ଅଭାବନୀୟ ଘଟଣା ଘଟିଛି । ପେଟ୍ରୋଲ ଢାଳି ୨ ଝିଅ ଓ ସ୍ତ୍ରୀକୁ ସ୍ୱାମୀ ଜାଳିଦେଇଥିବା ଅଭିଯୋଗ ହୋଇଛି । ଶୋଇଥିବା ବେଳେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।

ଗୁରୁତର ୩ ଜଣଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତି କରାଯାଇଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀ ଘଟଣା ପରେ ଫେରାର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe