#ରାଜଧାନୀ_ରେଜଲ୍ଟକୁ_ଅପେକ୍ଷା#କଣ_ହେବ_ଭୁବନେଶ୍ୱରରେ...?
ସମୟ ଗଡୁଛି, ସଂଖ୍ୟା ବଦଳୁଛି । ନୂଆ ନୂଆ ଟ୍ରେଣ୍ଡରେ ସାମ୍ନାକୁ ଆସୁଛି ଭିନ୍ନଭିନ୍ନ ଚିତ୍ର । ଏବେ ସୁଦ୍ଧା ଆଗରେ ରହିଛି ବିଜେଡି । #ElectionsWithKanakNews #UrbanPolls #Odisha pic.twitter.com/sgzK0HgxMK— Kanak News (@kanak_news) March 26, 2022
ଅନ୍ୟପଟେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି ।