ମୁମ୍ବାଇ ଫ୍ୟାଶନ ୱିକର ଶୋ’ ଷ୍ଟପର ହେବେ ଲୁଲିଆ !

ମୁମ୍ବାଇ ଫ୍ୟାଶନ ୱିକର ଶୋ’ ଷ୍ଟପର ହେବେ ଲୁଲିଆ !

source: indianexpress.com

ରାମ୍ପକୁ ଓହ୍ଳାଇବେ ରୋମାନିଆ ମଡେଲ ତଥା ସଲମାନ ଖାନଙ୍କ କଥିତ ପ୍ରେମିକା ଲୁଲିଆ ବଂତୁର । ମୁମ୍ବାଇ ଫ୍ୟାଶନ ୱିକରେ ଲୁଲିଆ ଶୋ ଷ୍ଟପର ହେବେ ବୋଲି ଏକ ସୂତ୍ରରୁ ଜଣାପଡିଛି ।

ତେବେ ଏଥରକ ବି ଲୁଲିଆଙ୍କ ପାଇଁ ଗଡଫାଦର ହୋଇଛନ୍ତି ବଲିଉଡ ସୁଲତାନ ସଲମାନ । ସଲମାନ ସିଫାରିଶ କରିବା ପରେ ଲୁଲିଆଙ୍କୁ ଶୋ ଷ୍ଟପର କରାଯାଇଥିବା ବୋଲି ଶୁଣିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe