ଗୃହରେ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର: ବିଶ୍ୱ ଦରବାରରେ ବଢୁଛି ଓଡିଶା ସଫ୍ଟୱେୟାରର ଚାହିଦା

ଗୃହରେ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର: ବିଶ୍ୱ ଦରବାରରେ ବଢୁଛି ଓଡିଶା ସଫ୍ଟୱେୟାରର ଚାହିଦା

କନକ ବ୍ୟୁରୋ: ବିଦେଶକୁ ସଫ୍ଟୱେୟାର ବିକୁଛି ଓଡ଼ିଶା। ବିଶ୍ୱ ଦରବାରରେ ବଢୁଛି ଓଡ଼ିଶା ସଫ୍ଟୱେୟାରର ଚାହିଦା। ୧୯୯୩-୯୪ରେ ୨୭ ଲକ୍ଷ ଟଙ୍କାରୁ ସଫ୍ଟୱେୟାର ବିଦେଶକୁ ବିକୁଥିବାବେଳେ ବର୍ତ୍ତମାନ ୭ ହଜାର ୫୦୦ କୋଟି ଟଙ୍କାର ସଫ୍ଟୱେୟାର ବିକୁଛି ଓଡ଼ିଶା। ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଲିଖିତ ପ୍ରଶ୍ନରେ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe