କେତେ ନିରାପଦ ସାଧାରଣ ଝିଅ,ମହିଳା ଦିବସରେ କନକ ନ୍ୟୁଜର ସ୍ୱତନ୍ତ୍ର ଉପସ୍ଥାପନା - ମୁଁ ମୌସୁମୀ କହୁଛି

Advertisment
କେତେ ନିରାପଦ ସାଧାରଣ ଝିଅ,ମହିଳା ଦିବସରେ କନକ ନ୍ୟୁଜର ସ୍ୱତନ୍ତ୍ର ଉପସ୍ଥାପନା - ମୁଁ ମୌସୁମୀ କହୁଛି

କନକ ବ୍ୟୁରୋ : ରାତିରେ କେତେ ସୁରକ୍ଷିତ ଜଣେ ଏକାକୀ ଝିଅ । ରାସ୍ତାରେ ଏକୁଟିଆ ଯିବା ତାପାଇଁ କେତେ ବିପଦପୂର୍ଣ୍ଣ ? କାହିଁକି ନା ଅନ୍ଧାର ରାତିରେ ଘୁରି ବୁଲନ୍ତି ରାକ୍ଷସ ରୂପକ ମଣିଷ । ଯାହାର ନଜର ଥାଏ ଏକୁଟିଆ ଅସହାୟ ଝିଅ ଉପରେ । ଆଉ ସାହାଯ୍ୟ ନାଁରେ ଅପେକ୍ଷାରେ ଥାନ୍ତି ସୁଯୋଗର ।

ଅନ୍ତର୍ଜାତୀୟ ମହିଳା ଦିବସରେ ରାଜଧାନୀ ଭୁବନେଶ୍ୱର ପରେ ରାତିର ଅସଲି ଚେହେରା ଖୋଜିବାକୁ କନକ ନ୍ୟୁଜ୍ ପହଁଚିଥିଲା କଟକରେ । ରାତିରେ କେତେ ସୁରକ୍ଷିତ ମହିଳା, ଜାଣିବାକୁ କରିଥିଲା ରିଆଲିଟି ଚେକ୍ । କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି କଟକ ସହରର ରାତିର ଚେହେରା ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe