କନକ ବ୍ୟୁରୋ : ରାତିରେ କେତେ ସୁରକ୍ଷିତ ଜଣେ ଏକାକୀ ଝିଅ । ରାସ୍ତାରେ ଏକୁଟିଆ ଯିବା ତାପାଇଁ କେତେ ବିପଦପୂର୍ଣ୍ଣ ? କାହିଁକି ନା ଅନ୍ଧାର ରାତିରେ ଘୁରି ବୁଲନ୍ତି ରାକ୍ଷସ ରୂପକ ମଣିଷ । ଯାହାର ନଜର ଥାଏ ଏକୁଟିଆ ଅସହାୟ ଝିଅ ଉପରେ । ଆଉ ସାହାଯ୍ୟ ନାଁରେ ଅପେକ୍ଷାରେ ଥାନ୍ତି ସୁଯୋଗର ।
ଅନ୍ତର୍ଜାତୀୟ ମହିଳା ଦିବସରେ ରାଜଧାନୀ ଭୁବନେଶ୍ୱର ପରେ ରାତିର ଅସଲି ଚେହେରା ଖୋଜିବାକୁ କନକ ନ୍ୟୁଜ୍ ପହଁଚିଥିଲା କଟକରେ । ରାତିରେ କେତେ ସୁରକ୍ଷିତ ମହିଳା, ଜାଣିବାକୁ କରିଥିଲା ରିଆଲିଟି ଚେକ୍ । କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି କଟକ ସହରର ରାତିର ଚେହେରା ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/mousumi.jpg)