source google
କନକ ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର ହେଲିକପ୍ଟରକୁ ଛିନ୍ଦୱାଡ଼ାର ଉମରେଥରେ ଅବତରଣ ଅନୁମତି ମିଳିନାହିଁ। ଗତକାଲି ଅପରାହ୍ନ ୫.୩୦ରେ ଏକ ରାଲି
source googleଏହାପରେ କମଳନାଥ ବି ସମାନ କାର୍ଯ୍ୟ କଲେ। ତେବେ ମନେ ରଖ ଆମର ଦିନ ଫେରିଲେ ତୁମର ଅବସ୍ଥା କ’ଣ ହେବ। ଅନ୍ୟପକ୍ଷେ ଜିଲ୍ଲାପାଳ ଶ୍ରୀନିବାସ ଶର୍ମା କହିଛନ୍ତି ଯେ ସେମାନେ ନିୟମ ଅନୁଯାୟୀ କାର୍ଯ୍ୟ କରିଛନ୍ତି। ପୂର୍ବାହ୍ନ ୧୦ଟାରୁ ୫ଟା ମଧ୍ୟରେ ହେଲିକପ୍ଟର ଅବତରଣର ଅନୁମତି ମିଳୁଛି କିନ୍ତୁ ଶିବରାଜଙ୍କ ହେଲିକପ୍ଟର ଅବତରଣ ପାଇଁ ୫.୨୦ରେ ଅନୁମତି ମଗାଯାଇଥିବାରୁ ଏଥିପାଇଁ ଅନୁମତି ମିଳିନଥିବା ସେ କହିଛନ୍ତି।
Follow Us