କନକ ବ୍ୟୁରୋ : ଗାଁ ଗାଁରେ ବଢ଼ିଲାଣି ନିର୍ବାଚନୀ ଉଷ୍ମତା । ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପ୍ରାର୍ଥୀ ଭୋଟରଙ୍କୁ ମନେଇବାକୁ ଲାଗି ପଡ଼ିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଖୋର୍ଦ୍ଧା ଜିଲ୍ଲାର ବୋଲଗଡରେ ଗାଁ ଦାଣ୍ଡରେ ଅପରାଜିତା ଚାଲି ଚାଲି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କୁ ମନାଉଥିବା ଦେଖିବାକୁ ମିଳିଛି । ନିର୍ବାଚନ ପ୍ରଚାର ସମୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଅପରାଜିିତା କହିଛନ୍ତି ରାଜ୍ୟରେ ଚାଲିଥିବା ଦୁର୍ନୀତି ନେଇ ଜନସାଧାରଣ ଅତିଷ୍ଠ ହୋଇ ପରିବର୍ତନ ଚାହିଁଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/30-4.jpg)