କନକ ବ୍ୟୁରୋ : ସାଂସଦ ଆଦର୍ଶ ଗ୍ରାମ ଯୋଜନା । ଦେଶ ସ୍ୱାଧୀନତାର ୭୫ ବର୍ଷ ଅର୍ଥାତ୍ ୨୦୨୨ ମସିହା ସୁଦ୍ଧା ‘ସାଂସଦ ଆଦର୍ଶ ଗ୍ରାମ ଯୋଜନା’ (ଏସ୍ଏଜିୱାଇ) ଅନ୍ତର୍ଗତ ଗ୍ରାମଗୁଡ଼ିକୁ ଜାତୀୟ ଐକ୍ୟ ଓ ସମୃଦ୍ଧିର ପ୍ରତୀକ ରୂପେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ, ଏହି ଯୋଜନା ସେଭଳି ସଫଳତା ହାସଲ କରି ନ ଥିବାବେଳେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ ନ ଥିବା ଜଣାପଡ଼ିଛି । କେନ୍ଦ୍ର ଗ୍ରାମ୍ୟ ମନ୍ତ୍ରାଳୟ ପକ୍ଷରୁ ନିକଟରେ କରାଯାଇଥିବା ଅନୁଧ୍ୟାନରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।
Kanak News is now on WhatsApp
Join and get latest news updates delivered to you via WhatsApp