କନକ ବ୍ୟୁରୋ : ଜଳିଗଲା ଚଳନ୍ତା କାର । ଅଳ୍ପକେ ବର୍ତିଲେ ଚାଳକ । ଢ଼େଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି ଗାଁ ନିକଟରେ ଜଳିଗଲା ଚଳନ୍ତା କାର । ସୁଶାନ୍ତ କୁମାର ପୃଷ୍ଟି ନିଜ କାରରେ ପଣ୍ଡୁଆ ଛରୁ ନିଜ ଘରକୁ ଫେରୁଥିବା ବେଳେ କାର ଇଂଜିନିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଜୀବନ ବଂଚାଇବାକୁ ଯାଇ କାର ଭିତରୁ ବାହାରି ଆସିଥିଲେ ସୁଶାନ୍ତ । କାରଟି ସମ୍ପୁର୍ଣ୍ଣ ଜଳିଯାଇଥିଲା । କେଉଁ କାରଣରୁ କାରରେ ନିଆଁ ଲାଗିଲା ଜଣା ପଡ଼ିନଥିବା ବେଳେ କାର ଚାଳକ ସୁରକ୍ଷୀତ ଥିବା ଜଣାପଡ଼ିଛି ।
ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍ : ଅଳ୍ପକେ ବର୍ତ୍ତିଲେ ଚାଳକ
/kanak/media/post_attachments/wp-content/uploads/2021/03/5-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)