କନକ ବ୍ୟୁରୋ : କରୋନା କଟକଣାରେ ରାଜ୍ୟରେ ଖୋଲିଲାଣି ସିନେମା ହଲ । କରୋନା ସଂକ୍ରମଣ ପାଇଁ ୩ମାସରୁ ଅଧିକ ଦିନ ବନ୍ଦ ଥିବା ସିନେମା ହଲ ଖୋଲିଛି । ଜୟପୁରରେ ଖୋଲିଛି ସମସ୍ତ ସିନେମା ହଲ । ହେଲେ ହଲରେ ନାହିଁ ନୂଆ ସିନେମା । ସିନେମା ହଲ ଖୋଲିବା ପରେ ମନରଂଜନ ପାଇଁ ହଲକୁ ଯାଇଥିଲେ ଦର୍ଶକ । ହେଲେ ନୂଆ ସିନେମା ନଥିବାରୁ ହଲରୁ ନିରାଶ ହୋଇ ଫେରିଛନ୍ତି ଦର୍ଶକ ।
ଦୀର୍ଘଦିନର ବନ୍ଦ ପରେ ଜୟପୁରରେ ଖୋଲିଲା ସିନେମା ହଲ : ହେଲେ ଆସିନାହିଁ ନୂଆ ଫିଲ୍ମ, ହଲକୁ ଆସି ନିରାଶରେ ଫେରିଗଲେ ଦର୍ଶକ
Advertisment
Follow Us