କନକ ବ୍ୟୁରୋ : କରୋନା କଟକଣାରେ ରାଜ୍ୟରେ ଖୋଲିଲାଣି ସିନେମା ହଲ । କରୋନା ସଂକ୍ରମଣ ପାଇଁ ୩ମାସରୁ ଅଧିକ ଦିନ ବନ୍ଦ ଥିବା ସିନେମା ହଲ ଖୋଲିଛି । ଜୟପୁରରେ ଖୋଲିଛି ସମସ୍ତ ସିନେମା ହଲ । ହେଲେ ହଲରେ ନାହିଁ ନୂଆ ସିନେମା । ସିନେମା ହଲ ଖୋଲିବା ପରେ ମନରଂଜନ ପାଇଁ ହଲକୁ ଯାଇଥିଲେ ଦର୍ଶକ । ହେଲେ ନୂଆ ସିନେମା ନଥିବାରୁ ହଲରୁ ନିରାଶ ହୋଇ ଫେରିଛନ୍ତି ଦର୍ଶକ ।
ଦୀର୍ଘଦିନର ବନ୍ଦ ପରେ ଜୟପୁରରେ ଖୋଲିଲା ସିନେମା ହଲ : ହେଲେ ଆସିନାହିଁ ନୂଆ ଫିଲ୍ମ, ହଲକୁ ଆସି ନିରାଶରେ ଫେରିଗଲେ ଦର୍ଶକ
/kanak/media/post_attachments/wp-content/uploads/2021/08/vlcsnap-2021-08-06-13h26m44s963.png)