ଘୁଂଚିଲା ଓଜେଇଇ ଆବେଦନ ତାରିଖ । କରୋନା ସଂକ୍ରମଣ ପାଇଁ ଜୁନ୍ ୩୦ ଯାଏ ବଢିଲା ଅନଲାଇନ୍ ଆବେଦନ : ଜୁଲାଇ ୫ ତାରିଖ ଯାଏ ଅନଲାଇନରେ ଦେଇହେବ ପ୍ରବେଶିକା ଫି

ଆଜି ଓଜେଇଇ ପରୀକ୍ଷା ! ୩୦ ହଜାର ପରୀକ୍ଷାର୍ଥୀ ଦେବେ ପରୀକ୍ଷା, ଜୁନ ପ୍ରଥମ ସପ୍ତାହରେ ରେଜଲ୍ଟ

କନକ ବ୍ୟୁରୋ : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ତାରିଖ ଓ ପରୀକ୍ଷା ଫି ପ୍ରଦାନ ତାରିଖ ଘୁଂଚାଯାଇଛି । କରୋନା ସଂକ୍ରମଣ ପାଇଁ ବିଟେକ୍ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷାର ଅନଲାଇନ୍ ଆବେଦନକୁ ଜୁନ୍ ୩୦ ତାରିଖ ଯାଏ ବଢାଯାଇଛି ।

ସେହିପରି ଜୁଲାଇ ୫ ତାରିଖ ଯାଏ ଆବେଦନକାରୀ ମାନେ ଅନଲାଇନରେ ପ୍ରବେଶିକା ଫି ପେମେଂଟ୍ କରିପାରିବେ । କରୋନା ସଂକ୍ରମଣ ଜନିତ ପରିସ୍ଥିତିକୁ ଦେଖି ଜୁନ୍ ୩୦ ପରେ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe