କନକ ବ୍ୟୁରୋ: ନୃଂଶସ ମା’ର ନାରକୀୟ କାଣ୍ଡ । ୬ ମାସ ଶିଶୁର ତଂଟିକାଟି ମା’ଫେରାର । ବଲାଙ୍ଗୀର ଜିଲ୍ଲା ଖଲିଆପାଲି ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ଭୀମଭୋଇ ମେଡ଼ିକାଲ କଲେଜରେ ଶିଶୁୁଟିକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ନୃଂଶସ ମା’ ଫେରାର ଥିବା ବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।