ତେଲକୋଇ ସିରିଗେଡାରେ ଅଭାବନୀୟ ଘଟଣା ! ଗୁଣି ଗାରେଡି ସନ୍ଦେହରେ ମା, ଝିଅଙ୍କୁୁ ନିର୍ମମ ହତ୍ୟା

Advertisment
ତେଲକୋଇ ସିରିଗେଡାରେ ଅଭାବନୀୟ ଘଟଣା ! ଗୁଣି ଗାରେଡି ସନ୍ଦେହରେ ମା, ଝିଅଙ୍କୁୁ ନିର୍ମମ ହତ୍ୟା

କନକ ବ୍ୟୁରୋ : ତେଲକୋଇ ସିରିଗେଡାରେ ଗୁଣି ଗାରେଡି ସନ୍ଦେହରେ ମା ଓ ଝିଅକୁ ନିର୍ମମ ହତ୍ୟା । ବାପ ଓ ପୁଅ ଗୁରୁତର ହୋଇଛନ୍ତି । ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତି କରାଯାଇଛି । ଜଣେ ଯୁବକଙ୍କୁ ଅଟକ ରଖି ପୁଲିସର ପଚରାଉଚରା କରୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe