କନକ ବ୍ୟୁରୋ : ସିକ୍କିମ୍ ବନ୍ୟାରେ ୩ଓଡ଼ିଆ ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ଢେଙ୍କାନାଳ ସିମିନାଇ ଅଞ୍ଚଳର । ଚନ୍ଦ୍ରଶେଖର ସିଂ ନାମକ ଯୁବକ ନିଜ ଭାଇ ଭଉଣୀଙ୍କ ସହ ଏକ ୭ଜଣିଆ ଗ୍ରୁପରେ୍ ଗ୍ୟାଙ୍ଗଟକ୍ ବୁଲିବାକୁ ଯାଇଥିଲେ । ମଙ୍ଗଳବାର ରାତିରୁ ପରିବାର ଲୋକେ ଏମାନଙ୍କ ସହ ଯୋଗାଯୋଗ କରିପାରୁନାହାଁନ୍ତି ।
ନିଖୋଜମାନଙ୍କୁ ଖୋଜି ଆଣିବାକୁ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି । ଏନେଇ ଢେଙ୍କାନାଳ ଏସପି ଗ୍ୟାଙ୍ଗଟକ୍ ପୋଲିସ ସହ ଯୋଗାଯୋଗ କରିଥିବା ଜଣାପଡିଛି । ମଙ୍ଗଳବାର ସିକିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/11-4.jpg)