କମିସନରେଟ୍ ପୁଲିସ ହାତରେ ମୋଷ୍ଟ ୱାଣ୍ଟେଡ୍ ଗୁଡୁ ଗ୍ୟାଙ୍ଗ: ମୃଦୁପାନୀୟ ନିଶା ଦେଇ ଲୋକଙ୍କଠୁ ଲୁଟୁଥିଲା

70

କନକ ବ୍ୟୁରୋ: ଧରାପଡ଼ିଲା ମୋଷ୍ଟ ୱାଂଟେଡ ଗୁଡୁ ଗ୍ୟାଙ୍ଗ । କମିଶନରେଟ୍ ପୁଲିସ ହାତରେ ଧରାପଡ଼ିଛି ଗୁଡୁ ଗ୍ୟାଙ୍ଗ । ମୁଦ୍ୟୁ ପାନୀୟରେ ନିଶା ଦେଇ ଲୋକଙ୍କ ଠାରୁ ଲୁଟ୍ କରୁଥିଲା ଏହି ଗ୍ୟାଙ୍ଗ । ଏମିତି କରି ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ ଲୋକଙ୍କଠାରୁ ଲୁଟୁଥିଲା । ହେଲେ ଏବେ ଗ୍ୟାଙ୍ଗ ପୁଲିସ ପୁଲିସ କବ୍ଜାରେ । ଗିରଫ ପରେ ଗ୍ୟାଙ୍ଗର ସଦସ୍ୟଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ବାହାର କରିବ କମିଶନରେଟ୍ ପୁଲିସ ।