କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବଡ଼ ଧରଣର ଅଗ୍ନିକାଣ୍ଡ । ଜଳିଗଲା ଶହେରୁ ଅଧିକ ଦୋକାନ । ପଶ୍ଚିମବଙ୍ଗ ହାଉଡାରେ ଶୁକ୍ରବାର ଭୋର ସମୟରେ ଏହି ଅଗ୍ନୀକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ୧୮ ଟି ଦଳକଳ ଟିମ୍ କାର୍ଯ୍ୟରେ ଲାଗିଛନ୍ତି ।

Advertisment

ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇନଥିବା ସୂଚନା ରହଛି । ମଙ୍ଗଳହାଟ ବଜାରରେ ନିଆଁ ଲାଗିଥିବା ସୂଚନା ମଳିଛି । ସେଠାରେ ଅଧିକାଂଶ ପୋଷାକ ଦୋକାନ ଏବଂ ଛୋଟ ପିଲାଙ୍କ ସାମଗ୍ରୀ ଦୋକାନ ଥିବା ସୂଚନା ମିଳିଛି ।