ପାତ୍ର ଇଣ୍ଟେରିୟର୍ସରେ ପ୍ରଦର୍ଶିତ ହେଉଛି ୫୦୦ ରୁ ଉର୍ଦ୍ଧ୍ୱ ହୋମ୍ ଏବଂ ଅଫିସ୍ ଫର୍ଣ୍ଣିଚର । ଏକ୍ସଚେଞ୍ଜର ସୁବିଧା ସହିତ ରହିଛି ୬୦% ପର୍ୟ୍ୟନ୍ତ ରିହାତି ।

Advertisment
ପାତ୍ର ଇଣ୍ଟେରିୟର୍ସରେ ପ୍ରଦର୍ଶିତ ହେଉଛି ୫୦୦ ରୁ ଉର୍ଦ୍ଧ୍ୱ ହୋମ୍ ଏବଂ ଅଫିସ୍ ଫର୍ଣ୍ଣିଚର । ଏକ୍ସଚେଞ୍ଜର ସୁବିଧା ସହିତ ରହିଛି ୬୦% ପର୍ୟ୍ୟନ୍ତ ରିହାତି ।

କନକ ବ୍ୟୁରୋ: ବିଭିନ୍ନ ମଡେଲର ଘର ଏବଂ ଅଫିସ୍ ପାଇଁ ଫର୍ଣ୍ଣିଚର ସହିତ ଘର ସଜାଇବା ସାମଗ୍ରୀ (ହୋମ ଡେ଼କର) ପାତ୍ର ଇଲେକ୍ଟ୍ରୋନିକ୍ସ ଗ୍ରୁପ୍ ତରଫରୁ କଟକ ସିଡିଏ ଠାରେ ଖୋଲାଯାଇଥିବା ଏହାର ଏକ୍ସକ୍ଲୁସିଭ ସୋ ରୁମ୍ "ପାତ୍ର ଇଣ୍ଟେରିୟର୍ସ" ରେ ଏବେ ପ୍ରଦର୍ଶିତ ହେଉଛି । ଏହି ସୋରୁମରେ ମିଳୁଛି ବିଭିନ୍ନ ନାମୀ ବ୍ରାଣ୍ଡର ୫୦୦ ପ୍ରକାରରୁ ଉର୍ଦ୍ଧ୍ୱ ଘର ଏବଂ ଅଫିସ୍ ପାଇଁ ଫର୍ଣ୍ଣିଚର ମଡେଲ ।

ଏଠାରେ ଗଡ଼ରେଜ ଇଣ୍ଟେରିଓ ଠାରୁ ଆରମ୍ଭ କରି କର୍ଲ-ଅନ୍, ସ୍ପେସ ଉଡ଼, ଜୁଆରୀ ଏବଂ କସ୍ମୋ ଭଳି ବିଭିନ୍ନ କମ୍ପାନୀର ଲାଟେଷ୍ଟ ଡିଜାଇନ୍ ଓ ମଡେଲ୍ ର ଫର୍ଣ୍ଣିଚର ଓ ହୋମ ପ୍ରଡକ୍ଟସ୍ ରହିଛି । ନୂଆ ବର୍ଷ ଓ ବିବାହ ଋତୁକୁ ଲକ୍ଷ୍ୟ ରଖି "ପାତ୍ର ଇଂଟେରିୟର୍ସ" ତରଫରୁ ଗ୍ରାହାକମାନଙ୍କ ପାଇଁ ଆକର୍ଷଣୀୟ ଅଫର ସବୁ ରହିଛି । ଯେକୌଣସି ଉପକରଣ କିଣିଲେ ସର୍ବାଧିକ ୬୦% ପର୍ୟ୍ୟନ୍ତ ରିହାତିର ବ୍ୟବସ୍ଥା ସହିତ କମ୍ବୋ ଅଫରରେ ମାତ୍ର ୧ ଲକ୍ଷ ଟଙ୍କା ଦେଇ ଆପଣ ନେଇପାରିବେ ବେଡ଼ ସହିତ ଡ୍ରେସିଂ ଟେବୁଲ୍, ସୋଫା ସେଟ, ଆଲମିରା, ତକିଆ, ବେଡ଼ସିଟ ଓ ମ୍ୟାଟ୍ରେସ । ଏସବୁ ଉପକରଣ ନେବା ପାଇଁ 'ନୋ କଷ୍ଟ ଇଏମଆଇ' ର ବ୍ୟବସ୍ଥା ଥିବା ବେଳେ ପୁରୁଣା ଫର୍ଣ୍ଣିଚରର ଏକ୍ସଚେଞ୍ଜର ସୁବିଧା ମଧ୍ୟ ରହିଛି । ଅଧିକ ଜାଣିବା ପାଇଁ ଆପଣ ୮୦୯୩୦୨୬୬୭୬ରେ ଯୋଗାଯୋଗ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe