କନକ ବ୍ୟୁରୋ : ପାରାଦୀପରୁ ଆସିଛି ଦୁଃଖଦ ଖବର । ଏଠାରେ ଏକ୍ସପାୟାରୀ ବଟିକା ଖାଇ ୩୦ ରୁ ଅଧିକ ପିଲା ଅସୁସ୍ଥ ହୋଇପଡିଛନ୍ତି । ପାରାଦୀପ ଅଠରବାଙ୍କୀ ତଳପଡା ସ୍କୁଲରେ ଘଟିଛି ଏଭଳି ଘଟଣା । ସମସ୍ତ ଅସୁସ୍ଥଙ୍କୁ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପାରାଦୀପରେ ଚାଂଚଲ୍ୟ : ଏକ୍ସପାୟାରୀ ବଟିକା ଖାଇ ୩୦ ରୁ ଅଧିକ ସ୍କୁଲ ପିଲା ଅସୁସ୍ଥ
/kanak/media/post_attachments/wp-content/uploads/2024/07/Capture-54.jpg)