ମହାଶିବରାତ୍ରୀରେ ମହାନଦୀ ଗର୍ଭରୁ ୧୦୦ରୁ ଅଧିକ ନାଗମୂର୍ତ୍ତି ଉଦ୍ଧାର । ମତ୍ସ୍ୟଜୀବୀ ମାନେ କଲେ ଉଦ୍ଧାର, ନାଗମୂର୍ତ୍ତି ଦେଖିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭିଡ ।

Advertisment
ମହାଶିବରାତ୍ରୀରେ ମହାନଦୀ ଗର୍ଭରୁ ୧୦୦ରୁ ଅଧିକ ନାଗମୂର୍ତ୍ତି ଉଦ୍ଧାର । ମତ୍ସ୍ୟଜୀବୀ ମାନେ କଲେ ଉଦ୍ଧାର, ନାଗମୂର୍ତ୍ତି ଦେଖିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭିଡ ।

କନକ ବ୍ୟୁରୋ : ଜାଗରରେ ମହାନଦୀ ଗର୍ଭରୁ ଶହେରୁ ଅଧିକ ନାଗମୂର୍ତ୍ତି ଉଦ୍ଧାର । ବାଙ୍କୀ ସୁବର୍ଣ୍ଣପୁର ଘାଟରେ ମତ୍ସ୍ୟଜୀବୀ ମାନେ ମାଛ ଧରିବା ସମୟରେ ଏହି ନାଗମୂର୍ତି ଗୁଡ଼ିକ ଉଦ୍ଧାର ହୋଇଛି । ଶହେରୁ ଅଧିକ ନାଗମୂର୍ତି ସହିତ ମହାଦେବଙ୍କ ବାହନ ନନ୍ଦୀ ଓ ଭୃଙ୍ଗୀଙ୍କ ପ୍ରତିମା ମଧ୍ୟ ଉଦ୍ଧାର ହୋଇଛି । ମହାଶିବରାତ୍ରୀ ଅବସରରେ ଏହି ପ୍ରାଚୀନ କୀର୍ତ୍ତିରାଜି ଉଦ୍ଧାର ହୋଇଥିବା ବେଳେ ଏହାକୁ ଦେଖିବାକୁ ନଦୀପଠାରେ ସ୍ଥାନୀୟ ଅଂଚଳବାସୀଙ୍କ ଭିଡ଼ ଜମିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe