ଓଡିଶାରୁ ଫେରୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡିଶା କିଛି ଜିଲ୍ଲାରୁ ଛାଡିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗର ସୂଚନା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ଫେରିଯିବ ମୌସୁମୀ ।

Advertisment
ଓଡିଶାରୁ ଫେରୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡିଶା କିଛି ଜିଲ୍ଲାରୁ ଛାଡିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗର ସୂଚନା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ଫେରିଯିବ ମୌସୁମୀ ।

https://www.indiatoday.in/

କନକ ବ୍ୟୁରୋ : ଓଡିଶାରୁ ଫେରୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡିଶା କିଛି ଜିଲ୍ଲାରୁ ଛାଡି ଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ମୌସୁମୀ ବାୟୁ ଫେରିଯିବ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ରାୟ ଅଧା ଓଡିଶାରୁ ମୌସୁମୀ ଫେରିଯାଇଛି ।

ତେବେ ଲଘୁଚାପ ଫଳରେ ଗତ କିଛିଦିନ ତଳେ ରାଜ୍ୟରେ ବର୍ଷା ଲାଗି ରହିଥିଲା । ଏଥିରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଅଧିକ ସ୍ଥାନ ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ପାଗ ଶୁଖିଲା ରହିଛି । ମୌସୁମୀ ଫେରିବା ପରେ ରାଜ୍ୟରେ ଶୀତ ଅନୁଭୂତ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe