କନକ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରିରହିଛି କାଳବୈଶାଖୀ ବର୍ଷା । ଏହାକୁ ନଜରରେ ରଖି ଏସଆରସି ବଡ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସ୍ଥାନରେ ବିଜୁଳି ସଂଯୋଗ କଟିଯାଇଛି ତୁରନ୍ତ ଠିକ କରିବାକୁ ଡିସକମକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ଗଛ ପଡି ଯେଉଁଠାରେ ରାସ୍ତା ଅବରୋଧ ହୋଇଛି ସେଠାକୁ ତୁରନ୍ତ ସଫା କରିବାକୁ ସେ ଅଗ୍ନିଶମ ବାହିନୀକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ କ୍ଷୟକ୍ଷତି ହୋଇଛି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ କାଳବୈଶାଖୀ ବର୍ଷା। ରାସ୍ତା ସଫା କର, ବିଜୁଳି ସଂଯୋଗ ଦିଅ: ଏସଆରସି
/kanak/media/post_attachments/wp-content/uploads/2023/05/1-49.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)