ଓଡିଶା ଛୁଇଁବ ମୌସୁମୀ

Advertisment
ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଜୁନ ଦ୍ୱିତୀୟ ସପ୍ତାହରେ ଓଡିଶା ଛୁଇଁବ ମୌସୁମୀ । ଓଡିଶାରେ ଜାରି ରହିଥିବା ପାଗ ମୌସୁମୀ ଆଣିବାରେ ବେଶ୍ ଅନୁକୂଳ ହେଉଛି ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଶରତ ସାହୁ । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ । ଓଡିଶାର କେତେକ ସ୍ଥାନରେ ବର୍ଷା ସହ ଘଡିଘଡି ହେବାର ସମ୍ଭାବନା ରହିଛି । ତେବେ ରବିବାର ଯାଜପୁର ଦାନଗଦିରେ ସବାର୍ଧିକ ୬୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe