ବ୍ରାହ୍ମଣୀ ପାଣିରେ ବନ୍ଦୀ ହୋଇଗଲେ ମାଙ୍କଡ: ପରିବା ଓ ଫଳ ଖାଇବାକୁ ଦେଲେ ଗାଁଲୋକ

146

କନକ ବ୍ୟୁରୋ: ବ୍ରାହ୍ମଣୀ ପାଣିରେ ବନ୍ଦୀ ହୋଇଗଲେ ମାଙ୍କଡ । କେନ୍ଦ୍ରାପଡା ଅମୃତମଣୋହୀରେ ଜଳବନ୍ଦୀ ଯୋଗୁଁ ଫସିରହିଛନ୍ତି ମାଙ୍କଡ ପଲ । ବନ୍ୟା ପାଣି ହଠାତ ମାଡି ଆସିବାରୁ ମାଙ୍କଡପଲ ଫସିରହିଛନ୍ତି । ଦୀର୍ଘ ୩ଘଂଟାରୁ ଅଧିକ ସମୟ ଧରି ମାଙ୍କଡମାନେ ଫସିରହିଥିବା ଯୋଗୁଁ ସ୍ଥାନୀୟ ଲୋକ ପରିବା ଓ ଫଳ ଖାଇବାକୁ ଦେଇଛନ୍ତି ।