କେନ୍ଦୁଝରରେ ଫୁଟିଲା ପଦ୍ମ । ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୧୧୮୯ ଭୋଟରେ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଲେ ବିଜେପି ପ୍ରାର୍ଥୀ ମୋହନ ମାଝି । 

238

କନକ ବ୍ୟୁରୋ : କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ । ବିଜେଡି ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଲେ ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝି । ୧୧୮୯ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଛନ୍ତି ।

ଗତ ଦୁଇଟି ଟର୍ମ ଧରି କେନ୍ଦୁଝର ଆସନକୁ କବଜା କରିଆସୁଥିଲା ବିଜୁ ଜନତା ଦଳ । ତେବେ ବିଜେଡି ରଣନୀତିକୁ ମାତ୍ ଦେଇ କେନ୍ଦୁଝର ସଦର ଆସନରୁ ପୁଣି ଥରେ ବିଜୟଟିକା ପିନ୍ଧିଛନ୍ତି ମୋହନ ମାଝି ।