ଝାରସୁଗୁଡାରେ ଚାଲିଲା ମୋହନ ସରକାରଙ୍କ ପ୍ରଥମ ବୁଲଡୋଜର ;  ଅପରାଧିକ ମାମଲା ଥିବା ବ୍ୟକ୍ତିିଙ୍କ ବିରୋଧରେ କଡା ପଦକ୍ଷେପ

ଝାରସୁଗୁଡାରେ ଚାଲିଲା ମୋହନ ସରକାରଙ୍କ ପ୍ରଥମ ବୁଲଡୋଜର ;  ଅପରାଧିକ ମାମଲା ଥିବା ବ୍ୟକ୍ତିିଙ୍କ ବିରୋଧରେ କଡା ପଦକ୍ଷେପ

କନକ ବ୍ୟୁରୋ: ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର  । ଅପରାଧିକ ମାମଲାରେ ଜଡିତ ଥିବା ଏମଡି ସୋନୁ ଜବର ଦଖଲ କରିଥିବା ବନ୍ଧବାହଲ ସ୍ଥିତ ଘର ଉପରେ ବୁଲଡୋଜର ଚଢାଇ ଜବର ଦଖଲ ଉଛେଦ କରାଯାଇଥିବାବେଳେ ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବର ଦଖଲ ଉଛେଦ କରାଯିବ ବୋଲି କୁହାଯାଇଛି ।  ଏମଡି ସୋନୁ ନାମରେ ଚାରୋଟି ଅପରାଧିକ ମାମଲା ରହିଛି  । ତାଙ୍କ  ପରିବାର ସଦସ୍ୟଙ୍କ ନାମରେ ୩୦ ଟି ଅପରାଧିକ ମାମଲା ରହିଛି  । ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟ ଗ୍ରହଣ କରି ବନ୍ଧବାହାଲରେ ଏହି ଜବରଦଖଲ ଉଛେଦ କରାଯାଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe