ଟ୍ରମ୍ପଙ୍କ ପ୍ରଚାର ପାଇଁ ମୋଦି ଭିଡିଓ : ଆମେରିକାରେ ଥିବା ମୂଳ ଭାରତୀୟଙ୍କୁ ପ୍ରଭାବିତ କରିବା ପାଇଁ ମୋଦିି; ଟ୍ରମ୍ପଙ୍କ ଭିଡିଓ ସେୟାର କଲେ ଆମେରିକା ରାଷ୍ଟ୍ରପତିଙ୍କ ବରିଷ୍ଠ ଉପଦେଷ୍ଟା

ଟ୍ରମ୍ପଙ୍କ ପ୍ରଚାର ପାଇଁ ମୋଦି ଭିଡିଓ : ଆମେରିକାରେ ଥିବା ମୂଳ ଭାରତୀୟଙ୍କୁ ପ୍ରଭାବିତ କରିବା ପାଇଁ ମୋଦିି; ଟ୍ରମ୍ପଙ୍କ ଭିଡିଓ ସେୟାର କଲେ ଆମେରିକା ରାଷ୍ଟ୍ରପତିଙ୍କ ବରିଷ୍ଠ ଉପଦେଷ୍ଟା

କନକ ବ୍ୟୁରୋ : ଟ୍ରମ୍ପଙ୍କ ପ୍ରଚାର ପାଇଁ ମୋଦି ଭିଡିଓ । ଆମେରିକାରେ ଥିବା ମୂଳ ଭାରତୀୟ ତଥା ପ୍ରବାସୀ ଭାରତୀୟଙ୍କୁ ପ୍ରଭାବିତ କରିବା ପାଇଁ ମୋଦିି-ଟ୍ରମ୍ପଙ୍କ ଭିଡିଓ ସେୟାର କହିଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଜଣେ ବରିଷ୍ଠ ଉପଦେଷ୍ଟା । ଅହମଦାବାଦରେ ହୋଇଥିବା ହାଓଡି-ମୋଦି କାର୍ଯ୍ୟକ୍ରମର ଏକ ଭାଷଣକୁ ଏହି ଭିଡିଓରେ ସ୍ଥାନ ଦିଆଯାଇଛି ।publive-image

ଏହି ଭିଡିଓରେ ମୋଦି, ଡୋନାଲ ଡ୍ରମ୍ପ ଓ ଆମେରିକାଙ୍କୁ ପ୍ରସଂଶା କରୁଥିବା ବେଳେ ଡ୍ରମ୍ପ ମୋଦି ଓ ଭାରତକୁ ପ୍ରଶଂସା କରୁଛନ୍ତି । ସେହିପରି ଆମେରିକୀୟ-ଭାରତୀୟଙ୍କୁ ପ୍ରଭାବିତ କରିବା ପାଇଁ ଆଗକୁ ୨ଟି ବଲିଉଡ ଷ୍ଟାଇଲରେ ଦୁଇଟି ଭିଡିଓ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe