୫୭ ମନ୍ତ୍ରୀଙ୍କ ସହ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦି । ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ୨ ଓଡିଆ, ଦେଖନ୍ତୁ ପୂରା ତାଲିକା ।

645

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସହ ମୋଦିଙ୍କର ଆରମ୍ଭ ହୋଇଛି ଦ୍ୱିତୀୟ ଇନିଂସ । ରାଷ୍ଟ୍ରପତି ଭବନରେ ଭବ୍ୟ ସମାରୋହରେ ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥ୍ାନ ପାଇଥିବା ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଓ ୫୭ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ୨୪ କ୍ୟାବିନେଟ,୨୪ ରାଷ୍ଟ୍ରମନ୍ତ୍ରୀ ଓ ୯ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା)ଙ୍କ ସହ ଶପଥ ନେଇଛନ୍ତି ମୋଦି । ଦ୍ୱିତୀୟ ପାଳିରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୨ ଜଣ ଓଡିଆ ସ୍ଥାନ ପାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବା ବେଳେ ଜୁଏଲଙ୍କୁ ନିରାଶ ହେବାକୁ ପଡିଛି ।

୧. ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ
୨. ରାଜନାଥ ସିଂହ
୩. ଅମିତ ଶାହା
୪. ନୀତିନ ଗଡକରୀ
୫.ସଦାନନ୍ଦ ଗୌଡ଼ା
୬. ନିର୍ମଳା ସୀତାରମଣ
୭. ରାମ ବିଳାଶ ପାଶ୍ୱଓ୍ଵନ
୮. ନରେନ୍ଦ୍ର ସିଂହ ତୌମାର
୯.ରବି ଶଙ୍କର ପ୍ରସାଦ
୧୦. ହରସିମିରତ କୌର ବାଦଲ୍
୧୧.ଥାବର ଚାନ୍ଦ ଗେହଲତ୍
୧୨. ଏସ୍. ଜୟଶଙ୍କର
୧୩. ରମେଶ ପୋଖରିଆଲ୍
୧୪. ଶ୍ରୀ ଅର୍ଜୁନ ମୁଣ୍ଡା
୧୫. ସ୍ମୃତି ଇରାନୀ
୧୬. ଡକ୍ଟର ହର୍ଷବର୍ଦ୍ଧନ
୧୭. ପ୍ରକାଶ କେଶବ ଜାଓ୍ଵଡ଼େକର
୧୮. ପିୟୁଷ ଗୋଏଲ
୧୯. ଧର୍ମେନ୍ଦ୍ର ପ୍ରଧାନ
୨୦. ମୁକ୍ତାର ଅବାସ ନକ୍ବି
୨୧. ପ୍ରହଲ୍ଳାଦ ଜୋଶୀ
୨୨. ଡକ୍ଟର ମହେନ୍ଦ୍ର ପାଣ୍ଡେ
୨୩. ଡକ୍ଟର ଅରବିନ୍ଦ ଗଣପତ ସାଓ୍ଵନ
୨୪. ଶ୍ରୀ ଗିରିରାଜ୍ ସିଂହ
୨୫. ଗଜେନ୍ଦ୍ର ସିଂହ ଶେଖାଓ୍ଵତ

ରାଷ୍ଟ୍ରମନ୍ତ୍ରୀ: (ସ୍ୱାଧୀନ ପାହ୍ୟା)
୨୬. ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର
୨୭. ରାଓ ଇନ୍ଦ୍ରଜିତ୍ ସିଂହ
୨୮. ଶ୍ରୀପଦ ୟେସୋ ନାଇକ
୨୯. ଡକ୍ଟର ଜିତେନ୍ଦ୍ର ସିଂହ
୩୦. କିରେନ ରିଜିଜୁ
୩୧. ଶ୍ରୀ ପହଲ୍ଳାଦ ସିଂହ ପଟେଲ
୩୨. ରାଜ କୁମାର ସିଂହ
୩୩. ହରଦୀପ ସିଂହ ପୁରୀ
୩୪. ମନସୁଖ ଲକ୍ଷ୍ମଣବାଇ ମାଣ୍ଡବିଆ

ରାଷ୍ଟ୍ରମନ୍ତ୍ରୀ:

୩୫. ଫଗ୍ଗନ ସିଂହ କୁଲସ୍ତେ
୩୬. ଅଶ୍ୱିନୀ କୁମାର ଚୌବେ
୩୭. ଶ୍ରୀ ଅର୍ଜୁନ ରାମ ମେଘଓ୍ଵାଲ
୩୮. ବିକେ ସିଂହ
୩୯. କୃଷ୍ଣ ପାଲ
୪୦. ଦାନବେ ରାଓସାହେବ ଦାଦାରାଓ
୪୧. ଜି. କିସନ ରେଡ୍ଡି
୪୨. ପୁରୁଷୋତ୍ତମ ରୁପାଲା
୪୩. ରାମଦାସ ଆଠବଲେ
୪୪. ସାଧ୍ୱୀ ନିରଞ୍ଜନ ଜ୍ୟୋତି
୪୫. ବାବୁଲ ସୁପ୍ରିୟ
୪୬. ସଞ୍ଜିବ କୁମାର ବାଲ୍ୟାନ
୪୭. ସଞ୍ଜୟ ଧୋତ୍ରେ
୪୮. ଶ୍ରୀ ଅନୁରାଗ ସିଂହ ଠାକୁର
୪୯.ଶ୍ରୀ ଅଙ୍ଗଦି ସୁରେଶ ଚନ୍ନବସପା
୫୦. ଶ୍ରୀ ନିତ୍ୟାନନ୍ଦ ରାୟ
୫୧.ଶ୍ରୀ ରତନ ଲାଲ କଟରିଆ
୫୨. ଶ୍ରୀ ଭି. ମୁରଲୀଧରନ
୫୩. ଶ୍ରୀମତୀ ରେଣୁକା ସିଂହ ସରୁତା
୫୪. ଶ୍ରୀ ସୋମ ପ୍ରକାଶ
୫୫. ଶ୍ରୀ ରାମେଶ୍ୱର ତେଲି
୫୬. ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୫୭. ଶ୍ରୀ କୈଳାସ ଚୌଧୁରୀ
୫୮. ଶ୍ରୀମତୀ ଦେବଶ୍ରୀ ଚୌଧୁରୀ