ନାମାଙ୍କନ ଭରିଲେ ମୋଦୀ । ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ ।

Advertisment
ନାମାଙ୍କନ ଭରିଲେ ମୋଦୀ । ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ । ଏହା ପୂର୍ବରୁ ସେ ୨୦୧୪ ଓ ୨୦୧୯ରେ ବାରଣାସୀରୁ ନିର୍ବାଚନ ଜିତିଥିଲେ।publive-image

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କାଳ ଭୈରବ ମନ୍ଦିରରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ବାବା କାଳ ଭୈରବଙ୍କଠାରୁ ବିଜୟର ଆଶୀର୍ବାଦ ନେଇଥିଲେ। ଏହାପରେ ସେ ଏବେ ନାମାଙ୍କନ ପତ୍ର ଦାଖଲ ପାଇଁ ଡିଏମ୍ ଅଫିସରେ ପହଞ୍ଚିଥିଲେ । ନାମାଙ୍କନ ଦାଖଲ ସମୟରେ ତାଙ୍କ ସହ ଥିଲେ ଅମିତ ଶାହ, ରାଜନାଥ ସିଂ, ଚିରାଗ ପାସୱାନ୍ ଓ ଅନ୍ୟ ବରିଷ୍ଠ ନେତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe