ଜଗଦୀପ ଧନକଡଙ୍କୁ ମୋଦୀଙ୍କ ଶୁଭେଚ୍ଛା। ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ।

Advertisment
ଜଗଦୀପ ଧନକଡଙ୍କୁ ମୋଦୀଙ୍କ ଶୁଭେଚ୍ଛା। ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ।

କନକ ବ୍ୟୁରୋ : ଜଗଦୀପ ଧନକଡ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ ଟ୍ୱିଟ କରି ଲେଖିଛନ୍ତି, କୃଷକ ପୁତ୍ର ନିଜର ନମ୍ରତା ପାଇଁ ଜଣାଶୁଣା । ତାଙ୍କର ଆଇନଗତ, ରାଜନୈତିକ ତଥା ସାମ୍ବିଧାନିକ କ୍ଷେତ୍ରରେ ଅନେକ ଅଭିଜ୍ଞତା ରହିଛି । ସେ ସବୁବେଳେ କୃଷକ, ଯୁବକ, ମହିଳା ସହ ସାଧାରଣ ଲୋକଙ୍କ ପାଇଁ କାମ କରିଆସୁଥିଲେ । ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ଦଳ ପାଇଁ ଖୁସିର ବିଷୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe