ମୋଦୀ କ୍ୟାବିନେଟର ବିଭାଗ ବଣ୍ଟନ । ଜାଣନ୍ତୁ କାହାକୁ ମିଳିଲା ରାଜ୍ୟାପାହ୍ୟା ମନ୍ତ୍ରୀପଦ

475

କନକ ବ୍ୟୁରୋ :

ରାଜ୍ୟପାହ୍ୟା ମନ୍ତ୍ରୀ
ଜିତିନ ପ୍ରସାଦ- ବାଣିଜ୍ୟ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯ୍ୟୁକ୍ତି
ଶ୍ରୀପଦ ୟେସୁ ନାଇକ୍- ଶକ୍ତି, ନୂଆ ଓ ରିନୁୃ୍ୟଏବୁଲ ଶକ୍ତି
ପଙ୍କଜ ଚୌଧୁରୀ – ଅର୍ଥ
କିଷାନ ପାଲ- ଯୋଗାଯୋଗ
ଋାମଦାଶ ଅଠାୱଲେ- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
ଋାମନାଥ ଠାକୁର- କୃଷି ଏବଂ କୃଷକ କଲ୍ୟାଣ
ନିତ୍ୟାନନ୍ଦ ରାୟ – ଘରୋଇ ବ୍ୟାପାର
ଅନୁପ୍ରିୟା ପଟେଲ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରଶାୟନ
ଭି ସୁମୋନ୍ନା – ଜଳଶକ୍ତି, ରେଳମନ୍ତ୍ରଣାଳୟ
ଚନ୍ଦ୍ରଶେଖର ପେମାସାନୀ- ଗ୍ରାମୀଣ ବିକାଶ, ଯୋଗାଯୋଗ
ଏସପି ସିଂ ବଘେଲ- ମତ୍ସ୍ୟ, ପଶୁପାଳନ
ସୁଶ୍ରୀ ଶୋଭା କରଣ୍ଡଲଜେ- ଏମଏସଏମଇ ଏବଂ ଶ୍ରମ, ନିଯୁକ୍ତି
କୀର୍ତ୍ତିବର୍ଦ୍ଧନ ସିଂ- ପରିବେଶ, ଜଙ୍ଗଲ ବୈଦେଶିକ ବ୍ୟାପାର
ବିଏଲ ବର୍ମା- ଖାଉଟି, ଖାଦ୍ୟ ଓ ସାଧାରଣ ବଣ୍ଟନ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
ଶାନ୍ତୁନୁ ଠାକୁର- ବନ୍ଦର, ଜଳପଥ
ସୁରେଶ ଗୋପୀ- ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ପର୍ଯ୍ୟଟନ
ଏଲ ମୁରଗନ-ସୂଚନା, ପ୍ରସାରଣ, ସଂସଦୀୟ ବ୍ୟାପାର
ଅଜୟ ଟମଟା- ସଡକ, ପରିବହନ, ରାଜମାର୍ଗ
ବନ୍ଦୀ ସଂଜୟ କୁମାର – ଘରୋଇ ବ୍ୟାପାର
କମଲେଶ ପାଶୱାନ- ଗ୍ରାମୀଣ ବିକାଶ
ଭଗିରଥ ଚୌଧୁରୀ – କୃଷି ଓ କୃଷକ ମନ୍ତ୍ରଣାଳୟ
ସତୀଶ ଚନ୍ଦ୍ର ଦୁବେ- କୋଇଲା, ଖଣିଜ ମନ୍ତ୍ରଣାଳୟ
ସଂଜୟ ସେଠ୍- ପ୍ରତିରକ୍ଷା
ରବନୀତ ସିଂ- ଖାଦ୍ୟ ପ୍ରକ୍ରିୟାକରଣ, ରେଳ ମନ୍ତ୍ରଣାଳୟ
ଦୁର୍ଗାଦାସ ୱିକେ- ଆଦିବାସୀ ବ୍ୟାପାର
ଋକ୍ଷା ନିଖିଲ ଖଡସେ- ଯୁବ ବ୍ୟାପାର, କ୍ରୀଡା
ସୁକାନ୍ତ ମଜୁମଦାର- ଶିକ୍ଷା, ଉତର-ପୂର୍ବ ବିକାଶ
ସାବିତ୍ରୀ ଠାକୁର- ମହିଳା ଓ ବାଳ ବିକାଶ
ଟୋଖନ ସାହୁ- ଗୃହ ଓ ସହରୀ ବିକାଶ
ରାଜଭୂଷଣ ଚୌଧୁରୀ – ଜଳଶକ୍ତି
ଭୂପତି ରାଜୁ- ଭାରୀଶିଳ୍ପ ଏବଂ ଷ୍ଟିଲ
ହର୍ଷ ମାଲହୋତ୍ରା – କର୍ପୋରେଟ ବ୍ୟାପାର, ସଡକ, ପରିବହନ
ନିମ୍ବୁଏନ ଜୟନ୍ତୀ ଭାଇ – ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ
ମୁରଲୀଧର ମୋହୋଲ- ବେସାମରିକ ମନ୍ତ୍ରଣାଳୟ ଓ ସହଯୋଗ
ଜର୍ଜ କୋରିଆନ – ଅଳ୍ପସଂଖ୍ୟକ ବ୍ୟାପାର, ମତ୍ସ୍ୟ, ପଶୁପାଳନ
ପବିତ୍ର ମାର୍ଗେଟିଆ – ବୈଦେଶିକ ବ୍ୟାପାର ଏବଂ ବୟନ ଶିଳ୍ପ