କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ କିଣିଲେ କନ୍ଧମାଳର କଫି ଓ ହଳଦୀ। ଦିଲ୍ଲୀରେ ହେଉଥିବା ଆଦିବାସୀ ମହୋତ୍ସବରେ ନରେନ୍ଦ୍ର ମୋଦୀ ବୁଲିବା ବେଳେ କନ୍ଧମାଳରୁ ଯାଇଥିବା ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଦାରିଙ୍ଗବାଡି ଅଞ୍ଚଳରେ ହେଉଥିବା ପାରମ୍ପରିକ ଚାଷ ବିଷୟରେ ପଚାରିବୁଝିଲେ ।
ମୋଦୀ କିଣିଲେ କନ୍ଧମାଳ କଫି, ଦିଲ୍ଲୀ ଆଦିବାସୀ ମହୋତ୍ସବରେ ଚାଷୀଙ୍କ ସହ କଲେ ଆଲୋଚନା।
/kanak/media/post_attachments/wp-content/uploads/2023/02/15-20.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)