କନକ ବ୍ୟୁରୋ: ଭର୍ଚୁଆଲ ମୋଡରେ କଥା ହେଲେ ମୋଦୀ-ବାଇଡେନ । ୟୁକ୍ରେନ ଯୁଦ୍ଧ ନେଇ ଆଲୋଚନା କଲେ ମୋଦୀ-ବାଇଡେନ । ମୋଦୀ କହିଲେ, ଭାରତ-ଆମେରିକା ପରସ୍ପର ସହଯୋଗୀ । ଦୁଇ ଦେଶ ମିଳିମିଶି ଶାନ୍ତିର ବାଟ ବାହାର କରିବେ । ବୁଚାରେ ସାଧାରଣ ଲୋକଙ୍କ ହତ୍ୟା ନିନ୍ଦନୀୟ । ବୁଚା ଗଣହତ୍ୟାର ନିରପେକ୍ଷ ତଦନ୍ତ ହେବା ଦରକାର । ଆଶା ଅଛି ଉଭୟ ଦେଶ ମଧ୍ୟରେ ଶାନ୍ତିର ମାର୍ଗ ବାହାରିବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us