କନକ ବ୍ୟୁରୋ: ବୋମା ନିଷ୍କ୍ରିୟ ଓ ଆତଙ୍କବାଦୀଙ୍କୁ କେମିତି କରାଯିବ ମୁକାବିଲା? ଏନେଇ ଭୁବନେଶ୍ୱର ରେଳ ଷ୍ଟେସନରେ କରାଗଲା ମକ୍ ଡ୍ରିଲ । ଏସଓଜି ଯବାନ, ଆରପିଏଫ ଓ ଜିଆରପି ପକ୍ଷରୁ ଏହି ମକ ଡ୍ରିଲ ହୋଇଛି । ଅପ୍ରିତିକର ପରିସ୍ଥିତି ମୁକାବିଲା ପାଇଁ ମକ୍ ଡ୍ରିଲ କଲେ ଯବାନ । ବୋମା ନିଷ୍କ୍ରିୟ ଓ ଆତଙ୍କବାଦୀଙ୍କୁ କିପରି ମୁକିବାଲ କରାଯିବ ସେନେଇ ମକଡ୍ରିଲ କରାଯାଇଥିଲା ।
ଆତଙ୍କବାଦୀଙ୍କୁ କେମିତି କରାଯିବ ମୁକାବିଲା? ଭୁବନେଶ୍ୱର ରେଳ ଷ୍ଟେସନରେ ମକ୍ ଡ୍ରିଲ କଲେ ଯବାନ
/kanak/media/post_attachments/wp-content/uploads/2021/11/5de868f0-2e57-40b3-98e5-d2f66cc8a8b3.jpg)