କନକ ବ୍ୟୁରୋ : ଭୁବନେଶ୍ୱର ମୋ ଦଳ ପକ୍ଷରୁ ବିକ୍ଷୋଭ । ମାଷ୍ଟର କ୍ୟାଣ୍ଟିନରୁ କ୍ୟାପିଟାଲ ଥାନା ପର୍ଯ୍ୟନ୍ତ ରାଲିରେ ଯିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ଜିଲ୍ଲାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ବେଆଇନ ଜମି ଅଧିଗ୍ରହଣ ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।
ରାଜଧାନୀରେ ମୋ ଦଳର ଜୋରଦାର ବିକ୍ଷୋଭ : ବେଦାନ୍ତ ବେଆଇନ୍ ଜମି ଅଧିଗ୍ରହଣ ମାମଲାରେ ପ୍ରତିବାଦ ଶୋଭାଯାତ୍ରା
/kanak/media/post_attachments/wp-content/uploads/2023/10/vlcsnap-2023-10-17-14h29m15s236.jpg)