ହୋଲି ପାଇଁ ଅପରାହ୍ନ ୨ଟା ଯାଏଁ ଗଡିବନି ‘ମୋ ବସ୍’ । ବନ୍ଦ ରହିବ ମାଷ୍ଟରକ୍ୟାଣ୍ଟିନ୍ ପାସ୍ କାଉଣ୍ଟର ।

Advertisment
ହୋଲି ପାଇଁ ଅପରାହ୍ନ ୨ଟା ଯାଏଁ ଗଡିବନି ‘ମୋ ବସ୍’ । ବନ୍ଦ ରହିବ ମାଷ୍ଟରକ୍ୟାଣ୍ଟିନ୍ ପାସ୍ କାଉଣ୍ଟର ।

କନକ ବ୍ୟୁରୋ : କାଲି ରଙ୍ଗର ପର୍ବ ହୋଲି । ଉତ୍ସବମୁଖର ହେବ ପୂରା ଓଡିଶା । ଆଉ ହୋଲି ପାଇଁ ଆସନ୍ତାକାଲି ମୋ ବସ୍ ସେବା ବନ୍ଦ ରହିବ । ଅପରାହ୍ନ ୨ଟା ଯାଏଁ ବନ୍ଦ ରହିବା ପରେ ପୁଣି ସ୍ୱାଭାବିକ୍ ହେବ ବସ୍ ସେବା ।

ରଙ୍ଗର ପର୍ବ ହୋଲି ପାଇଁ ଆସନ୍ତାକାଲି ଅପରାହ୍ନ ୨ଟା ଯାଏଁ ଗଡିବନି ‘ମୋ ବସ’ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି, କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ । ଏହା ସହ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ପାସ୍ କାଉଣ୍ଟର ମଧ୍ୟ ବନ୍ଦ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe