ହୋଲି ପାଇଁ ଅପରାହ୍ନ ୨ଟା ଯାଏଁ ଗଡିବନି ‘ମୋ ବସ୍’ । ବନ୍ଦ ରହିବ ମାଷ୍ଟରକ୍ୟାଣ୍ଟିନ୍ ପାସ୍ କାଉଣ୍ଟର ।

203

କନକ ବ୍ୟୁରୋ : କାଲି ରଙ୍ଗର ପର୍ବ ହୋଲି । ଉତ୍ସବମୁଖର ହେବ ପୂରା ଓଡିଶା । ଆଉ ହୋଲି ପାଇଁ ଆସନ୍ତାକାଲି ମୋ ବସ୍ ସେବା ବନ୍ଦ ରହିବ । ଅପରାହ୍ନ ୨ଟା ଯାଏଁ ବନ୍ଦ ରହିବା ପରେ ପୁଣି ସ୍ୱାଭାବିକ୍ ହେବ ବସ୍ ସେବା ।

ରଙ୍ଗର ପର୍ବ ହୋଲି ପାଇଁ ଆସନ୍ତାକାଲି ଅପରାହ୍ନ ୨ଟା ଯାଏଁ ଗଡିବନି ‘ମୋ ବସ’ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି, କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ । ଏହା ସହ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ପାସ୍ କାଉଣ୍ଟର ମଧ୍ୟ ବନ୍ଦ ରହିବ ।

Comments are closed.