କନକ ବ୍ୟୁରୋ: ଶୁକ୍ରବାର ସକାଳ ସମୟରେ ରାସ୍ତା ଉପରେ ଧୁ ଧୁ ହୋଇ ଜଳିଗଲା ମୋ ବସ୍ । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ଡ୍ରାଇଭର ଓ କଣ୍ଡକ୍ଟର । ଏଭଳି ଅଘଟଣ ଘଟିଛି କଟକ ସିଡିଏ ସେକ୍ଟର ୯ରେ । ପୁରୀରୁ ଆସି କଟକ ସିଡିଏ ସେକ୍ଟର ୯ରେ ଛିଡା ହୋଇଥିବାବେଳେ ହଠାତ୍ ଜଳି ଉଠିଥିଲା ମୋ ବସ୍ । ତେବେ ଇଞ୍ଜିନ ଅତ୍ୟଧିକ ଗରମ ହୋଇଥିବାରୁ ଇଞ୍ଜିନରୁ ନିଆଁ ବାହାରି ବସରେ ବ୍ୟାପୀଯାଇଥିବା କୁହାଯାଉଛି ।
ଧୁ ଧୁ ହୋଇ ଜଳିଗଲା ମୋ ବସ୍ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର, କଣ୍ଡକ୍ଟର
/kanak/media/post_attachments/wp-content/uploads/2024/06/14-22.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)