କନକ ବ୍ୟୁରୋ: ସୁରଙ୍କୁ ବାହାର କରିଦେଲେ ସୁରକ୍ଷାକର୍ମୀ । ବିଧାୟକ ସୁରେଶ ରାଉତରାୟ କଳିଙ୍ଗ ଷ୍ଟାଡିୟମକୁ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିବା ବେଳେ ଏଭଳି ଘଟିଥିବା ସେ ନିଜେ ଅଭିଯୋଗ କରିଛନ୍ତି । ନିମନ୍ତ୍ରଣ ପତ୍ର ଦେଖାଇବା ପରେ ମଧ୍ୟ ବାହାର କରିଦେଲେ ସୁରକ୍ଷାକର୍ମୀ । ଅପମାନ ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ସୁର ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us