କନକ ବ୍ୟୁରୋ: ସୁରଙ୍କୁ ବାହାର କରିଦେଲେ ସୁରକ୍ଷାକର୍ମୀ । ବିଧାୟକ ସୁରେଶ ରାଉତରାୟ କଳିଙ୍ଗ ଷ୍ଟାଡିୟମକୁ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିବା ବେଳେ ଏଭଳି ଘଟିଥିବା ସେ ନିଜେ ଅଭିଯୋଗ କରିଛନ୍ତି । ନିମନ୍ତ୍ରଣ ପତ୍ର ଦେଖାଇବା ପରେ ମଧ୍ୟ ବାହାର କରିଦେଲେ ସୁରକ୍ଷାକର୍ମୀ । ଅପମାନ ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ସୁର ।
କଳିଙ୍ଗ ଷ୍ଟାଡିୟମରେ ବିଧାୟକ ସୁରେଶ ରାଉତରାୟଙ୍କୁ ଦୁର୍ବ୍ୟବହାର, ବାହାର କରିଦେଲେ ସୁରକ୍ଷାକର୍ମୀ ।
/kanak/media/post_attachments/wp-content/uploads/2022/10/40-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)