କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୂରଜ ସୂର୍ଯ୍ୟବଂଶୀ । କହିଛନ୍ତି, ମୋଦୀଙ୍କ ପ୍ରତି ରହିଛି ଓଡିଶାବାସୀଙ୍କ ଭଲ ପାଇବା ରହିଛି । ମୋଦୀ ମଧ୍ୟ ଓଡ଼ିଶାବାସୀଙ୍କୁ ବେଶ୍ ଭଲ ପାଆନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଅବସରରେ ସେ ଏକ ଗୀତା ଉପହାର ଦେଇଥିଲେ । ଗୀତା ଉପହାର ଦେଖି ଖୁସି ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ବିଜେପିର ବିଧାୟକମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଅବସରରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।
ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ରଖିଲେ ପ୍ରତିକ୍ରିୟା । କହିଲେ, ୨୦୨୪ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି ।
/kanak/media/post_attachments/wp-content/uploads/2023/12/15-24.jpg)