କନକ ବ୍ୟୁରୋ : ଇଡିରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ଟାଟା କମ୍ପାନୀରେ ନିଯୁକ୍ତି ନେଇ ଅର୍ଥ ହେରଫେର ମାମଲାରେ ସୁଜାତା ହାଜର ହୋଇଛନ୍ତି । ପୂର୍ବରୁ ପ୍ରଦୀପଙ୍କ ଝିଅଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଏକାଧିକ ବାର ଇଡ଼ି ପଚରାଉଚରା କରିସାରିଛି ।
ଟାଟାରେ ନିଯୁକ୍ତି ନେଇ ଅର୍ଥ ହେରଫେର ଅଭିଯୋଗ : ଇଡିରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ
/kanak/media/post_attachments/wp-content/uploads/2022/10/26-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)