ଆରମ୍ଭ ହେଲା ବିଧାୟକଙ୍କ ପ୍ରଶିକ୍ଷଣ ଶିବିର, ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।

ଆରମ୍ଭ ହେଲା ବିଧାୟକଙ୍କ ପ୍ରଶିକ୍ଷଣ ଶିବିର, ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।

କନକ ବ୍ୟୁରୋ: ଆରମ୍ଭ ହେଲା ନବ ନିର୍ବାଚିତ ଏବଂ ବରିଷ୍ଠ ବିଧାୟକ ଏବଂ ଅଭିଜ୍ଞ ନେତାବୃନ୍ଦଙ୍କୁ ନେଇ ପ୍ରଶିକ୍ଷଣ ଶିବିର, ଯେଉଁଥିରେ ନୂଆ ବିଧାୟକଙ୍କୁ ଗୃହ ପ୍ରଶ୍ନକାଳ ସମୟର ନିୟମ ଏବଂ ଲୋକ ପ୍ରତିନିଧି ଭାବେ ସେମାନଙ୍କ ଦାୟିତ୍ୱ ବାବଦରେ ଟିପ୍ସ ଦେବେ ବରିଷ୍ଠ ବିଧାୟକ ତଥା ନେତା ।

ଏହି ପ୍ରଶିକ୍ଷଣ ଶିବିର ଦୁଇ ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମରେ ଦେଖାଦେଇଛି ବିବାଦ। ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି । ଦୁଇ ବିରୋଧୀ ଦଳର ବର୍ଜନ ପରେ ଏବେ ବିଜେପିର ବିଧାୟକଙ୍କୁ ନେଇ ଏହି କାର୍ୟ୍ୟକ୍ରମ ଚାଲିବା ଏକପ୍ରକାର ନିଶ୍ଚିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe