କନକ ବ୍ୟୁରୋ: ଆରମ୍ଭ ହେଲା ନବ ନିର୍ବାଚିତ ଏବଂ ବରିଷ୍ଠ ବିଧାୟକ ଏବଂ ଅଭିଜ୍ଞ ନେତାବୃନ୍ଦଙ୍କୁ ନେଇ ପ୍ରଶିକ୍ଷଣ ଶିବିର, ଯେଉଁଥିରେ ନୂଆ ବିଧାୟକଙ୍କୁ ଗୃହ ପ୍ରଶ୍ନକାଳ ସମୟର ନିୟମ ଏବଂ ଲୋକ ପ୍ରତିନିଧି ଭାବେ ସେମାନଙ୍କ ଦାୟିତ୍ୱ ବାବଦରେ ଟିପ୍ସ ଦେବେ ବରିଷ୍ଠ ବିଧାୟକ ତଥା ନେତା ।
ଏହି ପ୍ରଶିକ୍ଷଣ ଶିବିର ଦୁଇ ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମରେ ଦେଖାଦେଇଛି ବିବାଦ। ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି । ଦୁଇ ବିରୋଧୀ ଦଳର ବର୍ଜନ ପରେ ଏବେ ବିଜେପିର ବିଧାୟକଙ୍କୁ ନେଇ ଏହି କାର୍ୟ୍ୟକ୍ରମ ଚାଲିବା ଏକପ୍ରକାର ନିଶ୍ଚିତ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/ass.jpg)